ଭୁବନେଶ୍ୱର,୧୦/୦୭: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୫୭୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୩୩୭ ଓ ସ୍ଥାନୀୟ ଅଞ୍ଚଳରୁ ୨୩୯ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ୬୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୯୩,୫୦୪ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୨,୮୧,୨୯୮ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୩୦୨୭ ହଜାର ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 9th July
New Positive Cases: 576
Of which 0-18 years: 69
In quarantine: 337
Local contacts: 239(Details of local contacts will be shared by concerned District)
1. Angul: 1
2. Balasore: 16
3. Bargarh: 2
4. Bhadrak: 6
5. Balangir: 2
6. Boudh: 1— I & PR Department, Odisha (@IPR_Odisha) July 10, 2022
24. Rayagada: 2
25. Sambalpur: 6
26. Sonepur: 20
27. Sundargarh: 42
28. State Pool: 45New recoveries: 344
Cumulative tested: 32229698
Positive: 1293504
Recovered: 1281298
Active cases: 3027— I & PR Department, Odisha (@IPR_Odisha) July 10, 2022