ଭୁବନେଶ୍ୱର, ୧୫/୭: ରାଜ୍ୟରେ ପୁଣିଥରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୨୧୧୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୧୨୧୩ ଓ ସ୍ଥାନୀୟ ଅଞ୍ଚଳରୁ ୮୯୭ ରୋଗୀ ଚିହ୍ନଟ ହୋଇଛନ୍ତି। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯,୪୭,୮୫୯ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୯ଲକ୍ଷ ୨୦ ହଜାର ୬୪୬ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୨୨,୨୯୯ ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 14th July
New Positive Cases : 2110
In Quarantine: 1213
Local Contacts: 897(Details of local contacts will be shared by concerned Dist Administration)
District Wise Cases:
1. Angul: 46
2. Balasore: 168
3. Bargarh: 14
4. Bhadrak: 79
5. Balangir: 13— I & PR Department, Odisha (@IPR_Odisha) July 15, 2021
22. Mayurbhanj: 99
23. Nawarangpur: 10
24. Nayagarh: 74
25. Nuapada: 2
26. Puri: 113
27. Rayagada: 29
28. Sambalpur: 19
29. Sonepur: 4
30. Sundargarh: 62
31. State Pool: 87New Recoveries: 2605
Cumulative Tested: 14845260
Positive: 947859
Recovered: 920646
Active cases: 22299— I & PR Department, Odisha (@IPR_Odisha) July 15, 2021