ଭୁବନେଶ୍ୱର, ୧୩/୭: ରାଜ୍ୟରେ ପୁଣିଥରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୧୯୩୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୧୧୧୭ ଓ ସ୍ଥାନୀୟ ଅଞ୍ଚଳରୁ ୮୧୩ ରୋଗୀ ଚିହ୍ନଟ ହୋଇଛନ୍ତି। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯,୪୩,୬୭୫ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୯ଲକ୍ଷ ୧୫ ହଜାର ୪୦୦ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୨୩,୪୯୨ ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 12th July
New Positive Cases: 1930
In quarantine: 1117
Local contacts: 813(Details of local contacts will be shared by concerned Dist Administration)
District Wise Cases:
1. Angul: 50
2. Balasore: 134
3. Bargarh: 12
4. Bhadrak: 98
5. Balangir: 1— I & PR Department, Odisha (@IPR_Odisha) July 13, 2021
22. Mayurbhanj: 98
23. Nawarangpur: 5
24. Nayagarh: 58
25. Nuapada: 2
26. Puri: 27
27. Rayagada: 38
28. Sambalpur: 25
29. Sonepur: 5
30. Sundargarh: 94
31. State Pool: 75New recoveries: 2937
Cumulative tested: 14703651
Positive: 943675
Recovered: 915400
Active cases: 23492— I & PR Department, Odisha (@IPR_Odisha) July 13, 2021