ଭୁବନେଶ୍ୱର, ୧୨/୭: ରାଜ୍ୟରେ ପୁଣିଥରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୧୯୯୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୧୧୫୪ ଓ ସ୍ଥାନୀୟ ଅଞ୍ଚଳରୁ ୮୩୯ ରୋଗୀ ଚିହ୍ନଟ ହୋଇଛନ୍ତି। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯,୪୧,୭୪୫ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୯ଲକ୍ଷ ୧୨ ହଜାର ୪୬୩ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୨୪,୫୬୭ ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 11th July
New Positive Cases: 1993
In quarantine: 1154
Local contacts: 839(Details of local contacts will be shared by concerned Dist Administration)
District Wise Cases:
1. Angul: 58
2. Balasore: 181
3. Bargarh: 19
4. Bhadrak: 86
5. Balangir: 13— I & PR Department, Odisha (@IPR_Odisha) July 12, 2021
22. Mayurbhanj: 110
23. Nawarangpur: 15
24. Nayagarh: 78
25. Nuapada: 6
26. Puri: 144
27. Rayagada: 24
28. Sambalpur: 14
29. Sonepur: 17
30. Sundargarh: 75
31. State Pool: 59New recoveries: 2824
Cumulative tested: 14641241
Positive: 941745
Recovered: 912463
Active cases: 24567— I & PR Department, Odisha (@IPR_Odisha) July 12, 2021