ଭୁବନେଶ୍ୱର, ୬/୭: ରାଜ୍ୟରେ ପୁଣିଥରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୨୪୮୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୧୪୨୮ ଓ ସ୍ଥାନୀୟ ଅଞ୍ଚଳରୁ ୧୦୫୯ ରୋଗୀ ଚିହ୍ନଟ ହୋଇଛନ୍ତି। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯,୨୭,୧୮୬ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୮ଲକ୍ଷ ୯୪ ହଜାର ୧୦୪ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୨୮,୭୩୦ ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 5th July
New Positive Cases: 2487
In quarantine: 1428
Local contacts: 1059(Details of local contacts will be shared by concerned Dist Administration)
District Wise Cases:
1. Angul: 79
2. Balasore: 157
3. Bargarh: 22
4. Bhadrak: 113
5. Balangir: 16— I & PR Department, Odisha (@IPR_Odisha) July 6, 2021
22. Mayurbhanj: 103
23. Nawarangpur: 23
24. Nayagarh: 80
25. Nuapada: 5
26. Puri: 154
27. Rayagada: 26
28. Sambalpur: 26
29. Sonepur: 14
30. Sundargarh: 28
31. State Pool: 76New recoveries: 3326
Cumulative tested: 14188695
Positive: 927186
Recovered: 894104
Active case: 28730— I & PR Department, Odisha (@IPR_Odisha) July 6, 2021