ଭୁବନେଶ୍ୱର, ୫/୭: ରାଜ୍ୟରେ ପୁଣିଥରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୨୮୦୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୧୫୯୭ ଓ ସ୍ଥାନୀୟ ଅଞ୍ଚଳରୁ ୧୨୦୬ ରୋଗୀ ଚିହ୍ନଟ ହୋଇଛନ୍ତି। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯,୨୪,୬୯୯ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୮ଲକ୍ଷ ୯୦ ହଜାର ୭୭୮ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୨୯,୬୨୦ ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 4th July
New Positive Cases: 2803
In quarantine: 1597
Local contacts: 1206(Details of local contacts will be shared by concerned Dist Administration)
District Wise Cases:
1. Angul: 97
2. Balasore: 155
3. Bargarh: 17
4. Bhadrak: 131
5. Balangir: 3— I & PR Department, Odisha (@IPR_Odisha) July 5, 2021
22. Mayurbhanj: 193
23. Nawarangpur: 15
24. Nayagarh: 115
25. Nuapada: 8
26. Puri: 154
27. Rayagada: 54
28. Sambalpur: 32
29. Sonepur: 18
30. Sundargarh: 62
31. State Pool: 91New recoveries: 3358
Cumulative tested: 14125511
Positive: 924699
Recovered: 890778
Active case: 29620— I & PR Department, Odisha (@IPR_Odisha) July 5, 2021