ଭୁବନେଶ୍ୱର, ୧୮/୩: ରାଜ୍ୟରେ ଏବେ ଧୀରେ ଧୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୭୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୪୬ ଓ ସ୍ଥାନୀୟ ଅଞ୍ଚଳରୁ ୩୩ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ଅଛନ୍ତି ୯ ଜଣ। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୭,୦୩୬ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୨,୭୭,୧୫୩ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୭୧୪ ହଜାର ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 17th March
New Positive Cases: 79
Of which 0-18 years: 9
In quarantine: 46
Local contacts: 33(Details of local contacts will be shared by concerned District)
1. Angul: 3
2. Balasore: 5
3. Bhadrak: 1
4. Balangir: 6
5. Boudh: 1
6. Cuttack: 2
7. Gajapati: 8— I & PR Department, Odisha (@IPR_Odisha) March 18, 2022
New recoveries: 108
Cumulative tested: 30106368
Positive: 1287036
Recovered: 1277153
Active cases: 714— I & PR Department, Odisha (@IPR_Odisha) March 18, 2022