ଭୁବନେଶ୍ୱର, ୪/୭: ରାଜ୍ୟରେ ପୁଣିଥରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୨୮୭୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୧୬୫୨ ଓ ସ୍ଥାନୀୟ ଅଞ୍ଚଳରୁ ୧୨୧୮ ରୋଗୀ ଚିହ୍ନଟ ହୋଇଛନ୍ତି। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯,୨୧,୮୯୬ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୮ଲକ୍ଷ ୮୭ ହଜାର ୪୨୦ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୩୦,୨୨୭ ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 3rd July
New Positive Cases: 2870
In quarantine: 1652
Local contacts: 1218(Details of local contacts will be shared by concerned Dist Administration)
District Wise Cases:
1. Angul: 99
2. Balasore: 240
3. Bargarh: 14
4. Bhadrak: 128
5. Balangir: 29— I & PR Department, Odisha (@IPR_Odisha) July 4, 2021
22. Mayurbhanj: 164
23. Nawarangpur: 35
24. Nayagarh: 105
25. Nuapada: 7
26. Puri: 165
27. Rayagada: 50
28. Sambalpur: 23
29. Sonepur: 10
30. Sundargarh: 87
31. State Pool: 60New recovery: 3158
Cumulative tested: 14050771
Positive: 921896
Recovered: 887420
Active cases: 30227— I & PR Department, Odisha (@IPR_Odisha) July 4, 2021