ଭୁବନେଶ୍ୱର, ୧୩/୩: ରାଜ୍ୟରେ ଏବେ ଧୀରେ ଧୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୮୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୫୦ ଓ ସ୍ଥାନୀୟ ଅଞ୍ଚଳରୁ ୩୬ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ଅଛନ୍ତି ୨୩ ଜଣ। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୬,୬୨୬ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୨,୭୬,୫୬୫ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୮୯୭ ହଜାର ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 12th March
New Positive Cases: 86
Of which 0-18 years: 23
In quarantine: 50
Local contacts: 36(Details of local contacts will be shared by concerned District)
1. Balasore: 4
2. Balangir: 6
3. Boudh: 1
4. Cuttack: 5
5. Gajapati: 9
6. Ganjam: 1— I & PR Department, Odisha (@IPR_Odisha) March 13, 2022
New recoveries: 163
Cumulative tested: 29875927
Positive: 1286626
Recovered: 1276565
Active cases: 897— I & PR Department, Odisha (@IPR_Odisha) March 13, 2022