ଭୁବନେଶ୍ୱର, ୯/୩: ରାଜ୍ୟରେ ଏବେ ଧୀରେ ଧୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୧୨୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୭୫ ଓ ସ୍ଥାନୀୟ ଅଞ୍ଚଳରୁ ୫୩ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ଅଛନ୍ତି ୨୫ ଜଣ। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୬,୨୪୫ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୨,୭୫,୯୮୦ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୧,୧୧୦ ହଜାର ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 8th March
New positive Cases: 128
Of which 0-18 years: 25
In quarantine: 75
Local contacts: 53(Details of local contacts will be shared by concerned District)
1. Angul: 4
2. Balasore: 7
3. Bargarh: 2
4. Bhadrak: 1
5. Balangir: 9
6. Boudh: 1
7. Cuttack: 2— I & PR Department, Odisha (@IPR_Odisha) March 9, 2022
23. Sambalpur: 9
24. Sundargarh: 12
25. State Pool: 3New recoveries: 213
Cumulative tested: 29686536
Positive: 1286245
Recovered: 1275980
Active cases: 1110— I & PR Department, Odisha (@IPR_Odisha) March 9, 2022