ଭୁବନେଶ୍ୱର, ୬/୩: ରାଜ୍ୟରେ ଏବେ ଧୀରେ ଧୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୧୨୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୭୫ ଓ ସ୍ଥାନୀୟ ଅଞ୍ଚଳରୁ ୫୪ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ଅଛନ୍ତି ୩୯ ଜଣ। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୫,୮୮୯ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୨,୭୫,୨୨୮ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୧,୫୦୭ ହଜାର ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 5th March
New Positive Cases: 129
Of which 0-18 years: 39
In quarantine: 75
Local contacts: 54(Details of local contacts will be shared by concerned District)
1. Balasore: 10
2. Bhadrak: 2
3. Balangir: 1
4. Cuttack: 2
5. Deogarh: 1
6. Gajapati: 20— I & PR Department, Odisha (@IPR_Odisha) March 6, 2022
17. Sambalpur: 18
18. Sundargarh: 25
19. State Pool: 3New recoveries: 209
Cumulative tested: 29550452
Positive: 1285889
Recovered: 1275228
Active cases: 1507— I & PR Department, Odisha (@IPR_Odisha) March 6, 2022