ଭୁବନେଶ୍ୱର, ୩/୭: ରାଜ୍ୟରେ ପୁଣିଥରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୨୯୧୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୧୬୭୭ ଓ ସ୍ଥାନୀୟ ଅଞ୍ଚଳରୁ ୧୨୪୦ ରୋଗୀ ଚିହ୍ନଟ ହୋଇଛନ୍ତି। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯,୧୯,୦୨୬ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୮ଲକ୍ଷ ୮୪ ହଜାର ୨୬୨ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୩୦,୫୫୭ ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 2nd July
New Positive Cases: 2917
In quarantine: 1677
Local contacts: 1240(Details of local contacts will be shared by concerned Dist Administration)
District Wise Cases:
1. Angul: 86
2. Balasore: 237
3. Bargarh: 22
4. Bhadrak: 163
5. Balangir: 7— I & PR Department, Odisha (@IPR_Odisha) July 3, 2021
22. Mayurbhanj: 165
23. Nawarangpur: 19
24. Nayagarh: 96
25. Nuapada: 8
26. Puri: 132
27. Rayagada: 53
28. Sambalpur: 22
29. Sonepur: 12
30. Sundargarh: 48
31. State Pool: 101New recovery: 3265
Cumulative tested: 13979649
Positive: 919026
Recovered: 884262
Active case: 30557— I & PR Department, Odisha (@IPR_Odisha) July 3, 2021