ଭୁବନେଶ୍ୱର, ୧/୩: ରାଜ୍ୟରେ ଏବେ ଧୀରେ ଧୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୧୬୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୨୯ ଓ ସ୍ଥାନୀୟ ଅଞ୍ଚଳରୁ ୯୯ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ଅଛନ୍ତି ୬୯ ଜଣ। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୫,୨୦୬ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୨,୭୩,୭୩୪ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୨,୩୪୦ ହଜାର ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 28th Feb
New Positive Cases: 168
Of which 0-18 years: 29
In quarantine: 99
Local contacts: 69(Details of local contacts will be shared by concerned District)
1. Angul: 4
2. Balasore: 14
3. Bhadrak: 1
4. Balangir: 2
5. Boudh: 1
6. Cuttack: 9
7. Dhenkanal: 2— I & PR Department, Odisha (@IPR_Odisha) March 1, 2022
23. Sambalpur: 31
24. Sundargarh: 14
25. State Pool: 2New recoveries: 430
Cumulative tested: 29308260
Positive: 1285206
Recovered: 1273734
Active cases: 2340— I & PR Department, Odisha (@IPR_Odisha) March 1, 2022