ଭୁବନେଶ୍ୱର, ୨୭/୨: ରାଜ୍ୟରେ ଏବେ ଧୀରେ ଧୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୨୫୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୧୪୬ ଓ ସ୍ଥାନୀୟ ଅଞ୍ଚଳରୁ ୧୦୫ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ଅଛନ୍ତି ୮୩ ଜଣ। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୪,୮୬୭ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୨,୭୨,୯୨୨ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୨,୮୨୮ ହଜାର ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 26th Feb
New Positive Cases: 251
Of which 0-18 years: 83
In quarantine: 146
Local contacts: 105(Details of local contacts will be shared by concerned District)
1. Angul: 25
2. Balasore: 8
3. Bhadrak: 1
4. Balangir: 2
5. Boudh: 4
6. Cuttack: 2— I & PR Department, Odisha (@IPR_Odisha) February 27, 2022
23. Sambalpur: 23
24. Sonepur: 1
25. Sundargarh: 11
26. State Pool: 8New recoveries: 494
Cumulative tested: 29209724
Positive: 1284867
Recovered: 1272922
Active cases: 2828— I & PR Department, Odisha (@IPR_Odisha) February 27, 2022