ଭୁବନେଶ୍ୱର, ୨୪/୨: ରାଜ୍ୟରେ ଏବେ ଧୀରେ ଧୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୩୩୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୧୯୯ ଓ ସ୍ଥାନୀୟ ଅଞ୍ଚଳରୁ ୧୪୦ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ଅଛନ୍ତି ୬୯ ଜଣ। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୩,୯୭୮ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୨,୭୧,୦୧୮ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୩,୮୬୨ ହଜାର ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 23rd Feb
New Positive Cases: 339
Of which 0-18 years: 69
In quarantine: 199
Local contacts: 140(Details of local contacts will be shared by concerned District)
1. Angul: 14
2. Balasore: 14
3. Bargarh: 5
4. Bhadrak: 4
5. Balangir: 3
6. Boudh: 2— I & PR Department, Odisha (@IPR_Odisha) February 24, 2022
24. Puri: 1
25. Rayagada: 6
26. Sambalpur: 14
27. Sonepur: 8
28. Sundargarh: 80
29. State Pool: 9New recoveries: 797
Cumulative tested: 29045439
Positive: 1283978
Recovered: 1271018
Active cases: 3862— I & PR Department, Odisha (@IPR_Odisha) February 24, 2022