ଭୁବନେଶ୍ୱର,୨୩/୨: ରାଜ୍ୟରେ ଏବେ ଧୀରେ ଧୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୩୪୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୧୯୬ ଓ ସ୍ଥାନୀୟ ଅଞ୍ଚଳରୁ ୧୪୬ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ଅଛନ୍ତି ୮୩ ଜଣ। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୩,୬୩୯ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୨,୭୦,୨୨୧ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୪,୩୨୦ ହଜାର ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 22nd Feb
New Positive Cases: 342
Of which 0-18 years: 83
In quarantine: 196
Local contacts: 146(Details of local contacts will be shared by concerned District)
1. Angul: 12
2. Balasore: 14
3. Bargarh: 9
4. Bhadrak: 5
5. Balangir: 2
6. Boudh: 10— I & PR Department, Odisha (@IPR_Odisha) February 23, 2022
23. Nawarangpur: 3
24. Nayagarh: 9
25. Nuapada: 5
26. Puri: 3
27. Rayagada: 14
28. Sambalpur: 24
29. Sonepur: 3
30. Sundargarh: 39
31. State Pool: 7New recoveries: 968
Cumulative tested: 28991043
Positive: 1283639
Recovered: 1270221
Active cases: 4320— I & PR Department, Odisha (@IPR_Odisha) February 23, 2022