ଭୁବନେଶ୍ୱର,୨୨/୨: ରାଜ୍ୟରେ ଏବେ ଧୀରେ ଧୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୪୨୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୨୪୯ ଓ ସ୍ଥାନୀୟ ଅଞ୍ଚଳରୁ ୧୬୨ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ଅଛନ୍ତି ୧୭୯ ଜଣ। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୩,୨୯୭ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୨,୬୯,୨୫୩ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୪,୯୫୫ ହଜାର ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 21st Feb
New Positive Cases: 428
Of which 0-18 years: 136
In quarantine: 249
Local contacts: 179(Details of local contacts will be shared by concerned District)
1. Angul: 15
2. Balasore: 5
3. Bargarh: 5
4. Balangir: 1
5. Boudh: 1
6. Cuttack: 27— I & PR Department, Odisha (@IPR_Odisha) February 22, 2022
23. Nayagarh: 7
24. Nuapada: 5
25. Puri: 2
26. Rayagada: 13
27. Sambalpur: 14
28. Sonepur: 4
29. Sundargarh: 96
30. State Pool: 9New recoveries: 1095
Cumulative tested: 28932478
Positive: 1283297
Recovered: 1269253
Active cases: 4955— I & PR Department, Odisha (@IPR_Odisha) February 22, 2022