ଭୁବନେଶ୍ୱର,୨୧/୨: ରାଜ୍ୟରେ ଏବେ ଧୀରେ ଧୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୩୮୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୨୨୬ ଓ ସ୍ଥାନୀୟ ଅଞ୍ଚଳରୁ ୧୬୨ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ଅଛନ୍ତି ୮୬ ଜଣ। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୨,୮୬୯ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୨,୬୮,୧୫୮ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୫,୬୩୨ ହଜାର ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 20th Feb
New Positive Cases: 388
Of which 0-18 years: 86
In quarantine: 226
Local contacts: 162(Details of local contacts will be shared by concerned District)
1. Angul: 13
2. Balasore: 11
3. Bargarh: 9
4. Bhadrak: 5
5. Balangir: 7
6. Boudh: 3— I & PR Department, Odisha (@IPR_Odisha) February 21, 2022
23. Nawarangpur: 8
24. Nayagarh: 13
25. Nuapada: 8
26. Puri: 3
27. Rayagada: 20
28. Sambalpur: 24
29. Sundargarh: 16
30. State Pool: 13New recoveries: 1049
Cumulative tested: 28879806
Positive: 1282869
Recovered: 1268158
Active cases: 5632— I & PR Department, Odisha (@IPR_Odisha) February 21, 2022