ଭୁବନେଶ୍ୱର, ୧୯/୨: ରାଜ୍ୟରେ ଏବେ ଧୀରେ ଧୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୫୩୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୩୧୦ ଓ ସ୍ଥାନୀୟ ଅଞ୍ଚଳରୁ ୨୨୪ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ଅଛନ୍ତି ୧୪୭ ଜଣ। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୧,୯୮୯ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୨,୬୫,୮୪୩ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୭,୦୯୯ ହଜାର ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 18th Feb
New Positive Cases: 534
Of which 0-18 years: 147
In quarantine: 310
Local contacts: 224(Details of local contacts will be shared by concerned District)
1. Angul: 11
2. Balasore: 15
3. Bargarh: 8
4. Bhadrak: 6
5. Balangir: 5
6. Boudh: 8— I & PR Department, Odisha (@IPR_Odisha) February 19, 2022
23. Nawarangpur: 5
24. Nayagarh: 21
25. Nuapada: 10
26. Puri: 8
27. Rayagada: 32
28. Sambalpur: 17
29. Sonepur: 10
30. Sundargarh: 121
31. State Pool: 18New recoveries: 1272
Cumulative tested: 28766032
Positive: 1281989
Recovered: 1265843
Active cases: 7099— I & PR Department, Odisha (@IPR_Odisha) February 19, 2022