ଭୁବନେଶ୍ୱର, ୧୮/୨: ରାଜ୍ୟରେ ଏବେ ଧୀରେ ଧୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୬୭୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୩୯୩ ଓ ସ୍ଥାନୀୟ ଅଞ୍ଚଳରୁ ୨୭୮ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ଅଛନ୍ତି ୧୩୧ ଜଣ। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୧,୪୫୫ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୨,୬୪,୫୭୧ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୭,୮୫୫ ହଜାର ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 17th Feb
New Positive Cases: 671
Of which 0-18 years: 131
In quarantine: 393
Local contacts: 278(Details of local contacts will be shared by concerned District)
1. Angul: 22
2. Balasore: 12
3. Bargarh: 16
4. Bhadrak: 7
5. Balangir: 7
6. Boudh: 16— I & PR Department, Odisha (@IPR_Odisha) February 18, 2022
23. Nawarangpur: 4
24. Nayagarh: 18
25. Nuapada: 14
26. Puri: 12
27. Rayagada: 9
28. Sambalpur: 28
29. Sonepur: 1
30. Sundargarh: 105
31. State Pool: 23New recoveries: 1465
Cumulative tested: 28715496
Positive: 1281455
Recovered: 1264571
Active cases: 7855— I & PR Department, Odisha (@IPR_Odisha) February 18, 2022