ଭୁବନେଶ୍ୱର, ୧୫/୨: ରାଜ୍ୟରେ ଏବେ ଧୀରେ ଧୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୯୨୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୫୪୨ ଓ ସ୍ଥାନୀୟ ଅଞ୍ଚଳରୁ ୩୮୩ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ଅଛନ୍ତି ୨୦୩ ଜଣ। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୭୯,୦୪୬ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୨,୫୯,୭୯୬ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୧୦,୨୭୧ ହଜାର ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 14th Feb
New Positive Cases: 925
Of which 0-18 years: 203
In quarantine: 542
Local contacts: 383(Details of local contacts will be shared by concerned District)
1. Angul: 44
2. Balasore: 22
3. Bargarh: 13
4. Bhadrak: 16
5. Balangir: 2
6. Boudh: 23— I & PR Department, Odisha (@IPR_Odisha) February 15, 2022
23. Nawarangpur: 6
24. Nayagarh: 21
25. Nuapada: 8
26. Puri: 13
27. Rayagada: 18
28. Sambalpur: 29
29. Sonepur: 18
30. Sundargarh: 88
31. State Pool: 24New recoveries: 1956
Cumulative tested: 28533646
Positive: 1279046
Recovered: 1259796
Active cases: 10271— I & PR Department, Odisha (@IPR_Odisha) February 15, 2022