ଭୁବନେଶ୍ୱର, ୧୪/୨: ରାଜ୍ୟରେ ଏବେ ଧୀରେ ଧୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୮୫୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୫୦୩ ଓ ସ୍ଥାନୀୟ ଅଞ୍ଚଳରୁ ୩୫୬ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ଅଛନ୍ତି ୧୭୨ ଜଣ। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୭୮,୧୨୧ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୨,୫୭,୮୪୦ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୧୧,୩୨୪ ହଜାର ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 13th Feb
New Positive Cases: 859
Of which 0-18 years: 172
In quarantine: 503
Local contacts: 356(Details of local contacts will be shared by concerned District)
1. Angul: 45
2. Balasore: 21
3. Bargarh: 21
4. Bhadrak: 12
5. Balangir: 9
6. Boudh: 20— I & PR Department, Odisha (@IPR_Odisha) February 14, 2022
23. Nawarangpur: 11
24. Nayagarh: 19
25. Nuapada: 13
26. Puri: 16
27. Rayagada: 29
28. Sambalpur: 35
29. Sonepur: 18
30. Sundargarh: 62
31. State Pool: 23New recoveries: 1845
Cumulative tested: 28478066
Positive: 1278121
Recovered: 1257840
Active cases: 11324— I & PR Department, Odisha (@IPR_Odisha) February 14, 2022