ଭୁବନେଶ୍ୱର, ୧୩/୨: ରାଜ୍ୟରେ ଏବେ ଧୀରେ ଧୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୧,୧୪୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୬୬୯ ଓ ସ୍ଥାନୀୟ ଅଞ୍ଚଳରୁ ୪୭୯ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ଅଛନ୍ତି ୨୪୪ ଜଣ। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୭୭,୨୬୨ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୨,୫୫,୯୯୫ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୧୨,୩୩୦ ହଜାର ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 12th Feb
New Positive Cases: 1148
Of which 0-18 years: 244
In quarantine: 669
Local contacts: 479(Details of local contacts will be shared by concerned District)
1. Angul: 94
2. Balasore: 34
3. Bargarh: 12
4. Bhadrak: 13
5. Balangir: 9
6. Boudh: 25— I & PR Department, Odisha (@IPR_Odisha) February 13, 2022
23. Nawarangpur: 18
24. Nayagarh: 25
25. Nuapada: 26
26. Puri: 19
27. Rayagada: 44
28. Sambalpur: 46
29. Sonepur: 9
30. Sundargarh: 127
31. State Pool: 32New recoveries: 2081
Cumulative tested: 28418974
Positive: 1277262
Recovered: 1255995
Active cases: 12330— I & PR Department, Odisha (@IPR_Odisha) February 13, 2022