ଭୁବନେଶ୍ୱର, ୧୧/୨: ରାଜ୍ୟରେ ଏବେ ଧୀରେ ଧୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୧,୫୭୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୯୧୮ ଓ ସ୍ଥାନୀୟ ଅଞ୍ଚଳରୁ ୬୫୪ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ଅଛନ୍ତି ୩୦୯ ଜଣ। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୭୪,୫୭୫ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୨,୫୧,୪୩୧ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୧୪,୨୫୩ ହଜାର ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 10th Feb
New Positive Cases: 1572
Of which 0-18 years: 309
In quarantine: 918
Local contacts: 654(Details of local contacts will be shared by concerned District)
1. Angul: 9
2. Balasore: 62
3. Bargarh: 25
4. Bhadrak: 27
5. Balangir: 40
6. Boudh: 25— I & PR Department, Odisha (@IPR_Odisha) February 11, 2022
23. Nawarangpur: 20
24. Nayagarh: 35
25. Nuapada: 23
26. Puri: 39
27. Rayagada: 74
28. Sambalpur: 73
29. Sonepur: 12
30. Sundargarh: 113
31. State Pool: 49New recoveries: 3279
Cumulative tested: 28293841
Positive: 1274575
Recovered: 1251431
Active cases: 14253— I & PR Department, Odisha (@IPR_Odisha) February 11, 2022