ଭୁବନେଶ୍ୱର, ୮/୨: ରାଜ୍ୟରେ ଏବେ ଧୀରେ ଧୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୧,୫୦୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୮୭୩ ଓ ସ୍ଥାନୀୟ ଅଞ୍ଚଳରୁ ୬୩୦ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ଅଛନ୍ତି ୩୨୯ ଜଣ। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୬୯,୮୧୧ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୨,୪୧,୫୯୭ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୧୯,୩୮୬ ହଜାର ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 7th Feb
New Positive Cases: 1503
Of which 0-18 years: 329
In quarantine: 873
Local contacts: 630(Details of local contacts will be shared by concerned District)
1. Angul: 51
2. Balasore: 30
3. Bargarh: 21
4. Bhadrak: 20
5. Balangir: 33
6. Boudh: 10— I & PR Department, Odisha (@IPR_Odisha) February 8, 2022
23. Nawarangpur: 19
24. Nayagarh: 53
25. Nuapada: 25
26. Puri: 54
27. Rayagada: 31
28. Sambalpur: 26
29. Sonepur: 22
30. Sundargarh: 157
31. State Pool: 61New recoveries: 3621
Cumulative tested: 28100765
Positive: 1269811
Recovered: 1241597
Active cases: 19386— I & PR Department, Odisha (@IPR_Odisha) February 8, 2022