ଭୁବନେଶ୍ୱର, ୭/୨: ରାଜ୍ୟରେ ଏବେ ଧୀରେ ଧୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୧,୪୯୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୮୭୪ ଓ ସ୍ଥାନୀୟ ଅଞ୍ଚଳରୁ ୬୨୩ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ଅଛନ୍ତି ୨୮୩ ଜଣ। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୬୮,୩୦୮ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୨,୩୭,୯୭୬ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୨୧,୫୨୫ ହଜାର ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 6th Feb
New Positive Cases: 1497
Of which 0-18 years: 283
In quarantine: 874
Local contacts: 623(Details of local contacts will be shared by concerned District)
1. Angul: 71
2. Balasore: 50
3. Bargarh: 22
4. Bhadrak: 19
5. Balangir: 22
6. Boudh: 32— I & PR Department, Odisha (@IPR_Odisha) February 7, 2022
22. Mayurbhanj: 35
23. Nawarangpur: 34
24. Nayagarh: 56
25. Nuapada: 23
26. Puri: 37
27. Rayagada: 52
28. Sambalpur: 59
29. Sonepur: 6
30. Sundargarh: 101
31. State Pool: 53New recoveries: 3624
Cumulative tested: 28043615
Positive: 1268308
Recovered: 1237976
Active cases: 21525— I & PR Department, Odisha (@IPR_Odisha) February 7, 2022