ଭୁବନେଶ୍ୱର,୬/୨: ରାଜ୍ୟରେ ଏବେ ଧୀରେ ଧୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୨,୧୦୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୧୨୨୯ ଓ ସ୍ଥାନୀୟ ଅଞ୍ଚଳରୁ ୮୭୭ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ଅଛନ୍ତି ୩୨୪ ଜଣ। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୬୬,୮୧୧ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୨,୩୪,୩୫୨ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୨୩,୬୭୨ ହଜାର ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 5th Feb
New Positive Cases: 2106
Of which 0-18 years: 324
In quarantine: 1229
Local contacts: 877(Details of local contacts will be shared by concerned District)
1. Angul: 97
2. Balasore: 40
3. Bargarh: 17
4. Bhadrak: 40
5. Balangir: 65
6. Boudh: 55— I & PR Department, Odisha (@IPR_Odisha) February 6, 2022
23. Nawarangpur: 43
24. Nayagarh: 70
25. Nuapada: 38
26. Puri: 34
27. Rayagada: 43
28. Sambalpur: 56
29. Sonepur: 37
30. Sundargarh: 219
31. State Pool: 78New recoveries: 5376
Cumulative tested: 27996514
Positive: 1266811
Recovered: 1234352
Active cases: 23672— I & PR Department, Odisha (@IPR_Odisha) February 6, 2022