ଭୁବନେଶ୍ୱର, ୫/୨: ରାଜ୍ୟରେ ଏବେ ଧୀରେ ଧୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୨,୬୦୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୧୫୨୧ ଓ ସ୍ଥାନୀୟ ଅଞ୍ଚଳରୁ ୧୦୮୨ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ଅଛନ୍ତି ୩୪୯ ଜଣ। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୬୪,୭୦୫ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୨,୨୮,୯୭୬ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୨୬,୯୬୫ ହଜାର ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 4th Feb
New Positive Cases: 2603
Of which 0-18 years: 349
In quarantine: 1521
Local contacts: 1082(Details of local contacts will be shared by concerned District)
1. Angul: 102
2. Balasore: 48
3. Bargarh: 51
4. Bhadrak: 37
5. Balangir: 60
6. Boudh: 37— I & PR Department, Odisha (@IPR_Odisha) February 5, 2022
23. Nawarangpur: 62
24. Nayagarh: 67
25. Nuapada: 87
26. Puri: 41
27. Rayagada: 61
28. Sambalpur: 88
29. Sonepur: 16
30. Sundargarh: 204
31. State Pool: 100New recoveries: 6109
Cumulative tested: 27936031
Positive: 1264705
Recovered: 1228976
Active cases: 26965— I & PR Department, Odisha (@IPR_Odisha) February 5, 2022