ଭୁବନେଶ୍ୱର, ୨/୨: ରାଜ୍ୟରେ ଏବେ ଧୀରେ ଧୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୩,୪୫୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୨୦୧୨ ଓ ସ୍ଥାନୀୟ ଅଞ୍ଚଳରୁ ୧୪୩୮ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ଅଛନ୍ତି ୪୩୬ ଜଣ। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୫୫,୭୭୬ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୨,୦୯,୩୧୩ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୩୭,୭୬୨ ହଜାର ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 1st Feb
New Positive Cases: 3450
Of which 0-18 years: 436
In quarantine: 2012
Local contacts: 1438(Details of local contacts will be shared by concerned District)
1. Angul: 152
2. Balasore: 105
3. Bargarh: 82
4. Bhadrak: 52
5. Balangir: 103
6. Boudh: 53— I & PR Department, Odisha (@IPR_Odisha) February 2, 2022
23. Nawarangpur: 99
24. Nayagarh: 125
25. Nuapada: 181
26. Puri: 72
27. Rayagada: 36
28. Sambalpur: 131
29. Sonepur: 21
30. Sundargarh: 287
31. State Pool: 145New recoveries: 7767
Cumulative tested: 27745522
Positive: 1255776
Recovered: 1209313
Active cases: 37762— I & PR Department, Odisha (@IPR_Odisha) February 2, 2022