ଭୁବନେଶ୍ୱର,୧/୨: ରାଜ୍ୟରେ ଏବେ ଧୀରେ ଧୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୩,୦୮୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୧୭୯୭ ଓ ସ୍ଥାନୀୟ ଅଞ୍ଚଳରୁ ୧୨୮୯ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ଅଛନ୍ତି ୪୫୪ ଜଣ। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୫୨,୩୨୬ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୨,୦୧,୫୪୬ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୪୨,୦୯୮ ହଜାର ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 31st Jan
New Positive Cases: 3086
Of which 0-18 years: 454
In quarantine: 1797
Local contacts: 1289(Details of local contacts will be shared by concerned District)
1. Angul: 82
2. Balasore: 76
3. Bargarh: 36
4. Bhadrak: 77
5. Balangir: 76
6. Boudh: 16— I & PR Department, Odisha (@IPR_Odisha) February 1, 2022
23. Nawarangpur: 84
24. Nayagarh: 110
25. Nuapada: 106
26. Puri: 42
27. Rayagada: 40
28. Sambalpur: 75
29. Sonepur: 35
30. Sundargarh: 216
31. State Pool: 125New recoveries: 8181
Cumulative tested: 27686482
Positive: 1252326
Recovered: 1201546
Active cases: 42098— I & PR Department, Odisha (@IPR_Odisha) February 1, 2022