ଭୁବନେଶ୍ୱର, ୩୧/୧: ରାଜ୍ୟରେ ଏବେ ଧୀରେ ଧୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୩,୩୨୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୧୯୩୪ ଓ ସ୍ଥାନୀୟ ଅଞ୍ଚଳରୁ ୧୩୯୫ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ଅଛନ୍ତି ୫୦୪ ଜଣ। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୪୯,୨୪୦ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୧,୯୩,୩୬୫ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୪୭,୨୬୦ ହଜାର ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 30th Jan
New Positive Cases: 3329
Of which 0-18 years: 504
In quarantine: 1934
Local contacts: 1395(Details of local contacts will be shared by concerned District)
1. Angul: 85
2. Balasore: 141
3. Bargarh: 46
4. Bhadrak: 57
5. Balangir: 67
6. Boudh: 49— I & PR Department, Odisha (@IPR_Odisha) January 31, 2022
23. Nawarangpur: 90
24. Nayagarh: 120
25. Nuapada: 129
26. Puri: 56
27. Rayagada: 66
28. Sambalpur: 115
29. Sonepur: 35
30. Sundargarh: 237
31. State Pool: 136New recoveries: 9191
Cumulative tested: 27627196
Positive: 1249240
Recovered: 1193365
Active cases: 47210— I & PR Department, Odisha (@IPR_Odisha) January 31, 2022