ଭୁବନେଶ୍ୱର, ୨୫/୧: ରାଜ୍ୟରେ ଏବେ କିଛି ଦିନ ହେବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି କମିବାରେ ଲାଗିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୫,୮୯୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୩୪୧୩ ଓ ସ୍ଥାନୀୟ ଅଞ୍ଚଳରୁ ୨୪୭୮ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ଅଛନ୍ତି ୮୫୨ ଜଣ। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୧୭,୮୪୨ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୧,୩୧,୯୧୭ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୭୭,୩୪୦ ହଜାର ଜଣ ଚିକିତ୍ସାଧୀନ ଅଛନ୍ତି।
7. Cuttack: 482
8. Deogarh: 61
9. Dhenkanal: 133
10. Gajapati: 96
11. Ganjam: 75
12. Jagatsinghpur: 108
13. Jajpur: 219
14. Jharsuguda: 35
15. Kalahandi: 188
16. Kandhamal: 73
17. Kendrapada: 114
18. Keonjhar: 137
19. Khurda: 1500
20. Koraput: 128
21. Malkangiri: 52— I & PR Department, Odisha (@IPR_Odisha) January 25, 2022
New recoveries: 10309
Cumulative tested: 27253665
Positive: 1217842
Recovered: 1131917
Active cases: 77340— I & PR Department, Odisha (@IPR_Odisha) January 25, 2022