ଭୁବନେଶ୍ୱର, ୨୩/୧: ରାଜ୍ୟରେ ଏବେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢ଼ିବାରେ ଲାଗିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୮,୫୨୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୪୯୪୧ ଓ ସ୍ଥାନୀୟ ଅଞ୍ଚଳରୁ ୩୫୭୯ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ଅଛନ୍ତି ୯୩୭ ଜଣ। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୦୪,୬୬୦ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୧,୧୦,୭୬୭ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୮୫,୩୨୦ ହଜାର ଜଣ ଚିକିତ୍ସାଧୀନ ଅଛନ୍ତି।
7. Cuttack: 789
8. Deogarh: 75
9. Dhenkanal: 90
10. Gajapati: 98
11. Ganjam: 88
12. Jagatsinghpur: 165
13. Jajpur: 253
14. Jharsuguda: 118
15. Kalahandi: 226
16. Kandhamal: 100
17. Kendrapada: 134
18. Keonjhar: 126
19. Khurda: 2262
20. Koraput: 157
21. Malkangiri: 58— I & PR Department, Odisha (@IPR_Odisha) January 23, 2022
New recoveries: 11344
Cumulative tested: 27131889
Positive: 1204660
Recovered: 1110767
Active cases: 85320— I & PR Department, Odisha (@IPR_Odisha) January 23, 2022