ଭୁବନେଶ୍ୱର, ୧୫/୧: ରାଜ୍ୟରେ ଏବେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢ଼ିବାରେ ଲାଗିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୧୦,୮୫୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୬୨୯୩ ଓ ସ୍ଥାନୀୟ ଅଞ୍ଚଳରୁ ୪୫୫୩ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ଅଛନ୍ତି ୧୦୨୧ ଜଣ। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧,୨୨,୭୩୫ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୦,୫୨,୩୯୫ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୬୧,୮୦୯ ହଜାର ଜଣ ଚିକିତ୍ସାଧୀନ ଅଛନ୍ତି।
6. Boudh: 38
7. Cuttack: 909
8. Deogarh: 24
9. Dhenkanal: 69
10. Gajapati: 135
11. Ganjam: 139
12. Jagatsinghpur: 222
13. Jajpur: 210
14. Jharsuguda: 211
15. Kalahandi: 144
16. Kandhamal: 42
17. Kendrapada: 75
18. Keonjhar: 84
19. Khurda: 3087
20. Koraput: 165
21. Malkangiri: 54— I & PR Department, Odisha (@IPR_Odisha) January 15, 2022
New recoveries: 2216
Cumulative tested: 26554334
Positive: 1122735
Recovered: 1052395
Active cases: 61809— I & PR Department, Odisha (@IPR_Odisha) January 15, 2022