ଭୁବନେଶ୍ୱର, ୧୨/୧: ରାଜ୍ୟରେ ଏବେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢ଼ିବାରେ ଲାଗିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୮୭୭୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୫୦୯୬ ଓ ସ୍ଥାନୀୟ ଅଞ୍ଚଳରୁ ୩୬୮୨ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ଅଛନ୍ତି ୭୯୨ ଜଣ। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୯୧,୫୪୭ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୦,୪୭,୭୮୩ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୩୫,୨୪୨ ହଜାର ଜଣ ଚିକିତ୍ସାଧୀନ ଅଛନ୍ତି।
7. Cuttack: 766
8. Deogarh: 25
9. Dhenkanal: 78
10. Gajapati: 72
11. Ganjam: 106
12. Jagatsinghpur: 114
13. Jajpur: 191
14. Jharsuguda: 203
15. Kalahandi: 86
16. Kandhamal: 20
17. Kendrapada: 46
18. Keonjhar: 95
19. Khurda: 2615
20. Koraput: 161
21. Malkangiri: 12— I & PR Department, Odisha (@IPR_Odisha) January 12, 2022
New recoveries: 752
Cumulative tested: 26322602
Positive: 1091547
Recovered: 1047783
Active cases: 35242— I & PR Department, Odisha (@IPR_Odisha) January 12, 2022