ଭୁବନେଶ୍ୱର, ୧୧/୧: ରାଜ୍ୟରେ ଏବେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢ଼ିବାରେ ଲାଗିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୭୦୭୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୪୧୨୮ ଓ ସ୍ଥାନୀୟ ଅଞ୍ଚଳରୁ ୨୯୪୩ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ଅଛନ୍ତି ୭୦୭ ଜଣ। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୮୨,୭୨୯ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୦,୪୭,୦୩୧ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୨୭,୨୧୬ ହଜାର ଜଣ ଚିକିତ୍ସାଧୀନ ଅଛନ୍ତି।
7. Cuttack: 505
8. Deogarh: 18
9. Dhenkanal: 55
10. Gajapati: 45
11. Ganjam: 111
12. Jagatsinghpur: 60
13. Jajpur: 130
14. Jharsuguda: 143
15. Kalahandi: 73
16. Kandhamal: 18
17. Kendrapada: 27
18. Keonjhar: 65
19. Khurda: 2226
20. Koraput: 107
21. Malkangiri: 6— I & PR Department, Odisha (@IPR_Odisha) January 11, 2022
New recoveries: 414
Cumulative tested: 26247991
Positive: 1082769
Recovered: 1047031
Active cases: 27216— I & PR Department, Odisha (@IPR_Odisha) January 11, 2022