ଭୁବନେଶ୍ୱର,୧୦/୧: ରାଜ୍ୟରେ ଏବେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୪୮୨୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୨୮୨୩ ଓ ସ୍ଥାନୀୟ ଅଞ୍ଚଳରୁ ୨୦୦୬ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ଅଛନ୍ତି ୪୪୮ ଜଣ। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୭୫,୬୯୮କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୦,୪୬,୬୧୭ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୨୦,୫୬୦ ହଜାର ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 9th Jan
New Positive Cases: 4829
Of which 0-18 years: 448
In quarantine: 2823
Local contacts: 2006(Details of local contacts will be shared by concerned District)
1. Angul: 69
2. Balasore: 210
3. Bargarh: 84
4. Bhadrak: 69
5. Balangir: 104
6. Boudh: 6— I & PR Department, Odisha (@IPR_Odisha) January 10, 2022
23. Nawarangpur: 85
24. Nayagarh: 24
25. Nuapada: 51
26. Puri: 130
27. Rayagada: 82
28. Sambalpur: 644
29. Sonepur: 32
30. Sundargarh: 869
31. State Pool: 219New recoveries: 386
Cumulative tested: 26178973
Positive: 1075698
Recovered: 1046617
Active cases: 20560— I & PR Department, Odisha (@IPR_Odisha) January 10, 2022