ଭୁବନେଶ୍ୱର, ୫/୧: ରାଜ୍ୟରେ ଏବେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଟିକେ କମିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୧୨୧୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୭୧୦ ଓ ସ୍ଥାନୀୟ ଅଞ୍ଚଳରୁ ୫୦୬ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ଅଛନ୍ତି ୧୮୭ ଜଣ। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୫୭,୮୭୬କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୦,୪୫,୩୭୬ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୩,୯୮୧ ହଜାର ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 4th Jan
New Positive Cases: 1216
Of which 0-18 years: 187
In quarantine: 710
Local contacts: 506(Details of local contacts will be shared by concerned District)
1. Angul: 6
2. Balasore: 2
3. Bargarh: 21
4. Bhadrak: 6
5. Balangir: 14
6. Boudh: 1— I & PR Department, Odisha (@IPR_Odisha) January 5, 2022
23. Nuapada: 2
24. Puri: 30
25. Rayagada: 8
26. Sambalpur: 99
27. Sonepur: 3
28. Sundargarh: 166
29. State Pool: 110New recoveries: 121
Cumulative tested: 25821697
Positive: 1057876
Recovered: 1045376
Active cases: 3981— I & PR Department, Odisha (@IPR_Odisha) January 5, 2022