ଭୁବନେଶ୍ୱର, ୨୯/୧୨: ରାଜ୍ୟରେ ଏବେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଟିକେ କମିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୨୨୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୧୨୯ ଓ ସ୍ଥାନୀୟ ଅଞ୍ଚଳରୁ ୯୨ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ଅଛନ୍ତି ୩୪ ଜଣ। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୫୪,୩୮୧ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୦,୪୪,୨୭୮ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୧,୫୯୩ ହଜାର ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 28th December
New Positive Cases: 221
Of which 0-18 years: 34
In quarantine: 129
Local contacts: 92(Details of local contacts will be shared by concerned District)
1. Balasore: 8
2. Bargarh: 1
3. Bhadrak: 1
4. Cuttack: 15
5. Dhenkanal: 3
6. Gajapati: 2— I & PR Department, Odisha (@IPR_Odisha) December 29, 2021
New recoveries: 185
Cumulative tested: 25398946
Positive: 1054381
Recovered: 1044278
Active cases: 1593— I & PR Department, Odisha (@IPR_Odisha) December 29, 2021