ଭୁବନେଶ୍ୱର,୨୨/୧୨: ରାଜ୍ୟରେ ଏବେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଟିକେ କମିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୧୮୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୧୦୮ ଓ ସ୍ଥାନୀୟ ଅଞ୍ଚଳରୁ ୭୫ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ଅଛନ୍ତି ୩୦ ଜଣ। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୫୩,୩୪୯ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୦,୪୩,୦୪୫ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୧,୮୦୪ ହଜାର ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 21st December
New Positive Cases: 183
Of which 0-18 years: 30
In quarantine: 108
Local contacts: 75(Details of local contacts will be shared by concerned District)
1. Angul: 3
2. Balasore: 2
3. Bargarh: 1
4. Cuttack: 13
5. Deogarh: 8
6. Ganjam: 1— I & PR Department, Odisha (@IPR_Odisha) December 22, 2021
New recoveries: 170
Cumulative tested: 24992088
Positive: 1053349
Recovered: 1043045
Active cases: 1804— I & PR Department, Odisha (@IPR_Odisha) December 22, 2021