ଭୁବନେଶ୍ୱର,୭/୧୨: ରାଜ୍ୟରେ ଏବେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଟିକେ କମିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୧୫୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୮୯ ଓ ସ୍ଥାନୀୟ ଅଞ୍ଚଳରୁ ୬୨ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ଅଛନ୍ତି ୧୨ ଜଣ। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୫୦,୫୦୫ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୦,୩୯,୯୨୧ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୨,୧୦୭ ହଜାର ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 6th December
New Positive Cases: 151
Of which 0-18 years: 12
In quarantine: 89
Local contacts: 62(Details of local contacts will be shared by concerned District)
1. Angul: 1
2. Bargarh: 1
3. Bhadrak: 1
4. Balangir: 1
5. Cuttack: 6
6. Dhenkanal: 2— I & PR Department, Odisha (@IPR_Odisha) December 7, 2021
New recoveries: 248
Cumulative tested: 24120891
Positive: 1050505
Recovered: 1039921
Active cases: 2107— I & PR Department, Odisha (@IPR_Odisha) December 7, 2021