ଭୁବନେଶ୍ୱର,୪/୧୨: ରାଜ୍ୟରେ ଏବେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଟିକେ କମିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୧୯୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୧୧୪ ଓ ସ୍ଥାନୀୟ ଅଞ୍ଚଳରୁ ୭୯ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ଅଛନ୍ତି ୨୩ ଜଣ। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୫୦,୦୬୦ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୦,୩୯,୨୦୪ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୨,୩୮୩ ହଜାର ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 3rd December
New Positive Cases: 193
Of which 0-18 years: 23
In quarantine: 114
Local contacts: 79(Details of local contacts will be shared by concerned District)
1. Balasore: 3
2. Bargarh: 2
3. Bhadrak: 4
4. Balangir: 1
5. Cuttack: 12
6. Dhenkanal: 2— I & PR Department, Odisha (@IPR_Odisha) December 4, 2021
New recoveries: 233
Cumulative tested: 23964487
Positive: 1050060
Recovered: 1039204
Active cases: 2383— I & PR Department, Odisha (@IPR_Odisha) December 4, 2021