ଭୁବନେଶ୍ୱର, ୧୮/୧୧: ରାଜ୍ୟରେ ଏବେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଟିକେ କମିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୨୨୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୧୩୩ ଓ ସ୍ଥାନୀୟ ଅଞ୍ଚଳରୁ ୯୬ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ଅଛନ୍ତି ୨୯ ଜଣ। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୪୬,୩୧୭ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୦,୩୫,୨୬୨ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୨,୬୧୬ ହଜାର ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 17th November
New Positive Cases: 229
Of which 0-18 years: 29
In quarantine: 133
Local contacts: 96(Details of local contacts will be shared by concerned District)
1. Angul: 1
2. Balasore: 6
3. Bhadrak: 3
4. Balangir: 1
5. Cuttack: 18
6. Deogarh: 1— I & PR Department, Odisha (@IPR_Odisha) November 18, 2021
New recoveries: 267
Cumulative tested: 23064143
Positive: 1046317
Recovered: 1035262
Active cases: 2616— I & PR Department, Odisha (@IPR_Odisha) November 18, 2021