ଭୁବନେଶ୍ୱର, ୩/୧୧: ରାଜ୍ୟରେ ଏବେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଟିକେ କମିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୩୨୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୧୮୭ ଓ ସ୍ଥାନୀୟ ଅଞ୍ଚଳରୁ ୧୩୫ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ଅଛନ୍ତି ୪୨ ଜଣ। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୪୨,୪୨୨ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୦,୩୦,୦୨୬ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୪ହଜାର ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 2nd November
New Positive Cases: 322
Of which 0-18 years: 42
In quarantine: 187
Local contacts: 135(Details of local contacts will be shared by concerned District)
1. Angul: 2
2. Balasore: 6
3. Bargarh: 1
4. Bhadrak: 7
5. Boudh: 1
6. Cuttack: 19— I & PR Department, Odisha (@IPR_Odisha) November 3, 2021
24. Sonepur: 1
25. Sundargarh: 8
26. State Pool: 39New recoveries: 441
Cumulative tested: 22169519
Positive: 1042422
Recovered: 1030026
Active cases: 4000— I & PR Department, Odisha (@IPR_Odisha) November 3, 2021