ଭୁବନେଶ୍ୱର, ୩୦/୧୦: ରାଜ୍ୟରେ ଏବେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଟିକେ କମିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୩୭୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୨୧୮ ଓ ସ୍ଥାନୀୟ ଅଞ୍ଚଳରୁ ୧୫୬ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ଅଛନ୍ତି ୬୫ ଜଣ। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୪୦,୯୬୯ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୦,୨୮,୨୦୭ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୪,୩୮୦ ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 29th October
New Positive Cases: 374
Of which 0-18 years: 65
In quarantine: 218
Local contacts: 156(Details of local contacts will be shared by concerned District)
1. Angul: 6
2. Balasore: 14
3. Bargarh: 4
4. Bhadrak: 6
5. Balangir: 1
6. Cuttack: 17— I & PR Department, Odisha (@IPR_Odisha) October 30, 2021
24. Sundargarh: 9
25. State Pool: 43New recoveries: 553
Cumulative tested: 21924668
Positive: 1040969
Recovered: 1028207
Active cases: 4380— I & PR Department, Odisha (@IPR_Odisha) October 30, 2021