ଭୁବନେଶ୍ୱର,୨୧/୧୦: ରାଜ୍ୟରେ ଏବେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଟିକେ କମିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୫୨୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୨୧୬ ଓ ସ୍ଥାନୀୟ ଅଞ୍ଚଳରୁ ୩୦୮ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ଅଛନ୍ତି ୮୨ ଜଣ। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୩୭,୦୫୬ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୦,୨୩,୮୪୯ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୪,୮୫୬ ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 20th October
New Positive Cases: 524
Of which 0-18 years: 82
In quarantine: 308
Local contacts: 216(Details of local contacts will be shared by concerned Dist Administration)
1. Angul: 4
2. Balasore: 14
3. Bargarh: 2
4. Bhadrak: 8
5. Balangir: 1— I & PR Department, Odisha (@IPR_Odisha) October 21, 2021
23. Sambalpur: 12
24. Sundargarh: 19
25. State Pool: 61New recoveries: 451
Cumulative tested: 21314981
Positive: 1037056
Recovered: 1023849
Active cases: 4856— I & PR Department, Odisha (@IPR_Odisha) October 21, 2021