ଭୁବନେଶ୍ୱର,୧୪/୧୦: ରାଜ୍ୟରେ ଏବେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଟିକେ କମିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୫୨୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୩୦୪ ଓ ସ୍ଥାନୀୟ ଅଞ୍ଚଳରୁ ୨୧୭ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ଅଛନ୍ତି ୬୫ ଜଣ। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୩୩,୮୦୯ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୦,୨୦,୧୬୮ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୫,୩୧୪ ଜଣ ଚିକିତ୍ସାଧୀନ ଅଛନ୍ତି।
ଅନ୍ୟପଟେ ଆଜି ୬ ଜଣ କରୋନା ଜନିତ ମରୁ ଘଟିଛି ଏହାସହ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୨୭୪ ବୃଦ୍ଧି ପାଇଛି।
Covid-19 Report For 13th October
New Positive Cases: 521
Of which 0-18 years: 65
In quarantine: 304
Local contacts: 217(Details of local contacts will be shared by concerned Dist Administration)
1. Angul: 2
2. Balasore: 17
3. Bargarh: 3
4. Bhadrak: 3
5. Balangir: 4— I & PR Department, Odisha (@IPR_Odisha) October 14, 2021
23. Sambalpur: 9
24. Sonepur: 1
25. Sundargarh: 8
26. State Pool: 61New recoveries: 404
Cumulative tested: 20892297
Positive: 1033809
Recovered: 1020168
Active cases: 5314— I & PR Department, Odisha (@IPR_Odisha) October 14, 2021