ଭୁବନେଶ୍ୱର, ୨୬/୨: ରାଜ୍ୟରେ ଏବେ ଧୀରେ ଧୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୨୯୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୧୭୧ ଓ ସ୍ଥାନୀୟ ଅଞ୍ଚଳରୁ ୧୨୨ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ଅଛନ୍ତି ୮୬ ଜଣ। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୪,୬୧୬ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୨,୭୨,୪୨୮ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୩,୦୭୯ ହଜାର ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 25th Feb
New Positive Cases: 293
Of which 0-18 years: 86
In quarantine: 171
Local contacts: 122(Details of local contacts will be shared by concerned District)
1. Angul: 35
2. Balasore: 9
3. Bargarh: 3
4. Bhadrak: 4
5. Balangir: 3
6. Boudh: 1
7. Cuttack: 3— I & PR Department, Odisha (@IPR_Odisha) February 26, 2022
25. Rayagada: 14
26. Sambalpur: 25
27. Sonepur: 6
28. Sundargarh: 15
29. State Pool: 7New recoveries: 585
Cumulative tested: 29155628
Positive: 1284616
Recovered: 1272428
Active cases: 3079— I & PR Department, Odisha (@IPR_Odisha) February 26, 2022