ଭୁବନେଶ୍ୱର, ୨୦/୮: ରାଜ୍ୟରେ ପୁଣିଥରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୯୮୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୫୭୪ ଓ ସ୍ଥାନୀୟ ଅଞ୍ଚଳରୁ ୪୧୨ ରୋଗୀ ଚିହ୍ନଟ ହୋଇଛନ୍ତି। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯,୯୯,୧୭୩ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୯,୮୨,୩୧୯ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୯,୫୭୮ ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 19th August
New Positive Cases: 986
Of which 0-18 years: 128
In quarantine: 574
Local contacts: 412(Details of local contacts will be shared by concerned Dist Administration)
District Wise Cases:
1. Angul: 24
2. Balasore: 25
3. Bargarh: 1— I & PR Department, Odisha (@IPR_Odisha) August 20, 2021
20. Mayurbhanj: 32
21. Nawarangpur: 6
22. Nayagarh: 20
23. Puri: 32
24. Rayagada: 4
25. Sambalpur: 15
26. Sonepur: 1
27. Sundargarh: 13
28. State Pool: 85New recoveries: 1003
Cumulative tested: 17344608
Positive: 999173
Recovered: 982319
Active cases: 9578— I & PR Department, Odisha (@IPR_Odisha) August 20, 2021