ଭୁବନେଶ୍ୱର, ୨୫/୮: ରାଜ୍ୟରେ ପୁଣିଥରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୮୮୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୫୧୫ ଓ ସ୍ଥାନୀୟ ଅଞ୍ଚଳରୁ ୩୭୨ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ଅଛନ୍ତି ୧୩୧ ଜଣ। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୦୩,୨୧୦ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୯,୮୭,୩୬୯ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୮,୨୨୬ ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 24th August
New Positive Cases: 887
Of which 0-18 years: 131
In quarantine: 515
Local contacts: 372(Details of local contacts will be shared by concerned Dist Administration)
District Wise Cases:
1. Angul: 27
2. Balasore: 56
3. Bargarh: 9
4. Bhadrak: 9— I & PR Department, Odisha (@IPR_Odisha) August 25, 2021
22. Nawarangpur: 2
23. Nayagarh: 11
24. Nuapada: 3
25. Puri: 39
26. Rayagada: 2
27. Sambalpur: 21
28. Sundargarh: 7
29. State Pool: 69New recoveries: 1035
Cumulative tested: 17666741
Positive: 1003210
Recovered: 987369
Active cases: 8226— I & PR Department, Odisha (@IPR_Odisha) August 25, 2021